ରାଜ୍ୟ

କଗ୍ରେଂସ ର ଆଜି ରାଲି ସମୟ ରେ ଯୁବ ସାମ୍ବାଦିକ ଙ୍କୁ ଆକ୍ରମଣ କଲେ କଗ୍ରେଂସ ର କିଛି କର୍ମଚାରୀ

ଆଜି ଫୁଲବାଣୀ ସହର ରେ କଗ୍ରେଂସ ର ଏମିପି ପାଥି ଅମିର ଚାନ୍ଦ ଓ ଫୁଲବାଣୀ ବିଧାନସଭାର ପ୍ରାଥିନି ପ୍ରତିଭା କହଁର ଙ୍କ କିଛି ସମର୍ଥକ ଯୁବ ସାମ୍ବାଦିକ ଙ୍କୁ ଆକ୍ରମଣ କରିଛନ୍ତି ଏଥି ପାଇଁ କନ୍ଧମାଳ ଜିଲ୍ଲ ରେ କଗ୍ରେଂସ ଆସି ପାରୁ ନାହିଁ ଏମାନଙ୍କ ଅହମ୍ ଭାବ ପାଇଁ କନ୍ଧମାଳ ଜିଲ୍ଲା ରେ କଗ୍ରେଂସ ସବୁ ବେଳେ ପରାସ୍ତ ହେଉଛି ଚଳିତ ବର୍ଷ ରେ ମଧ୍ଯ ପରାସ୍ତ ହେବାର ଲୋକ ଲୋଚନ କୁ ଆସିଛି କେବଳ କର୍ମି ମାନଙ୍କ ପାଇଁ ବରବାଦ ହେବାକୁ ଯାଉଛି କଗ୍ରେଂସ ଆଗକୁ ଦେଖିବା ଏଠି କିଏ ବାଜି ମାତ୍ର ମାରୁଛି

Leave a Reply

Your email address will not be published. Required fields are marked *