Uncategorized

ମାଟୁପାଲି ରେ ରାଷ୍ଟ୍ରୀୟ ହିନ୍ଦୁନବ ବର୍ଷ ପାଳିତ

ଉଲୁଣ୍ଡା ୦୯/୪ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ମାଟୁପାଲି ଗ୍ରାମ ଠାରେ ବୀର ସୁରେନ୍ଦ୍ର ସାଏ ପ୍ରଭାତ ଶାଖା ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁନବ ବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ପ୍ରଥମେ ଗୈରୀକ ଧ୍ୱଜାକୁ ପୂଜା କରିକି ଗ୍ରାମ ପରିକ୍ରମା କରାଯାଇଥିଲା। ସମସ୍ତଙ୍କୁ ପ୍ରଦାନ କରି ଘରେ ଘରେ ଲଗେଇବାକୁ ସଚେତନ କରାଯାଇଥିଲା। ଜନାର୍ଦ୍ଦନ ବ୍ରହ୍ମଚାରୀ ଙ୍କ ଉପସ୍ଥିତିରେ ଶାଖାର ଶମ୍ଭୁରାଜ କର୍ଣ୍ଣ, ଧବଳେଶ୍ଵର ଭୁକ୍ତା,ନିରଞ୍ଜନ ମେଲ୍ଲୀ,ଶାନ୍ତନୁ ମେଲ୍ଲୀ,ଗୋପୀ ଦେହେରୀ, ଗୋବିନ୍ଦ ଭୋଇ ଙ୍କ ସମେତ ଅନେକ ସଦସ୍ୟ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *