ରାଜ୍ୟ

ଚିକିଟି : ଉପକୂଳ ବର୍ତ୍ତୀ ସୋରଳ ଅଞ୍ଚଳରେ ଦିନ/ରାତି ଅଘୋଷିତ

ବିଦ୍ୟୁତକାଟକୁ ନେଇ ଚାପାଉତ୍ତେଜନା ଦେଖାଯାଇଛି, ଦିନରେ ବିଦ୍ୟୁତତାର ସଜଡା ପାଇଁ ନିୟମିତ 5ଘଣ୍ଟା ବିଦ୍ୟୁତକଟା ପାଇଁ ଘୋଷଣା କରାଯାଉଥିଲେ ସୁଦ୍ଧା 10ଘଣ୍ଟା ପୁଣି ରାତିରେ ସନ୍ଧ୍ୟାରେ 2ଥର ବିଳମ୍ବିତ ରାତିରେ ଏକାଧିକଥର ଘଣ୍ଟା ଘଣ୍ଟା ବିଜୁଳି କଟାଯାଉଛି, ଯାହାଫଳରେ ସ୍ଥାନୀୟ ଅଧିବାସୀ କଅଁଳ ଶିଶୁ ମାନଙ୍କୁ ନେଇ ରାତିରଅସହ୍ୟ ଗୁଳିଗୁଲିରେ ଆଉଟୁ ପାଉଟୁ ହୋଇ ଏକଥନିୟ ଶାରୀରିକ ମାନସିକ ନିର୍ଯାତନାର ଶିକାର ହୋଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି, ଏହାର ପ୍ରତିଫଳିତ ଆସନ୍ତା ନିର୍ବାଚନରେ ଦେଖାଯିବ ବୋଲି କୁହାକୁହି ହେଉଥିବା ଶୁଣାଯାଉଛି,

Leave a Reply

Your email address will not be published. Required fields are marked *