ରାଜ୍ୟ

ଅଭିଯୁକ୍ତ ଗିରଫ

କଣିହାଁ ଥାନା ପୋଲିସ ମଙ୍ଗଳବାର ଜଣେ ଫେରାର୍ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି Iତଦନ୍ତକାରୀ ଅଧିକାରୀ ଅରୁଣ କୁମାର ପଣ୍ଡାଙ୍କ ସୁଚନାରୁ ଜଣାଯାଏ ୨୦୦୬ ମସିହାରେ ଚୋରି ଘଟଣାକୁ ନେଇ ମାମଲା ରହିଥିଲା Iକୋର୍ଟ ଜିଆର କେସ୍ ନମ୍ବର ୮୪୫/୨୦୦୬ ଗିରଫ ପରୱାନା କୁ ନେଇ ଅଭିଯୁକ୍ତ କାକୁଡିଆ ଗ୍ରାମର ଯୁବକ ରଞ୍ଜନ ମହାପାତ୍ର କୁ ଗିରିଫ କରି କୋର୍ଟ ଚାଲାଣ କରାଯାଇଛି I

Leave a Reply

Your email address will not be published. Required fields are marked *