ରାଜ୍ୟ

ବ୍ରହ୍ମପୁର ମହାନଗର ନିଗମର 29 ନମ୍ବର ୱାର୍ଡ ର ବିଜେଡି କର୍ପୋରେଟର

ବ୍ରହ୍ମପୁର ମହାନଗର ନିଗମର 29 ନମ୍ବର ୱାର୍ଡ ର ବିଜେଡି କର୍ପୋରେଟର ତଥା ଆଇନଜୀବି ସଞ୍ଜିତ ପାଣିଗ୍ରାହୀ ଙ୍କ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ସାଂସଦ ପ୍ରାର୍ଥୀ ଭୁଗବକ୍ସି ପାତ୍ର ଙ୍କୁ ଶଙ୍ଖ ଚିହ୍ନ ରେ ସୁଇଚ ଟିପି ଭୋଟ ଦେବା ପାଇଁ ୱାର୍ଡ ବାସିନ୍ଦା ମାନଙ୍କୁ ଘର ଘର ଯାଇ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି,ତାଙ୍କ ସାଙ୍ଗରେ ବହୁ ବିଜେଡି କର୍ମୀମାନେ ଯୋଗ ଦେଇଥିଲେ

Leave a Reply

Your email address will not be published. Required fields are marked *