Uncategorized

CBCXFGGHMମୁମ୍ବାଇରେ ଚିକେନ ସ୍ବର୍‌ମା ଖାଇ ୧୨ ଜଣ ଅସୁସ୍ଥ

LatestLeadingଅପରାଧ

By Sambad Digital Last updated Apr 29, 2024

Micoope

 ସେୟାର

ମୁମ୍ବାଇ: ମୁମ୍ବାଇର ଗୋରେଗାଓଁ ଅଞ୍ଚଳରେ ଏକ ଆମିଷ ଖାଦ୍ୟ ଦୋକାନରେ ଖାଦ୍ୟ ଖାଇବା ପରେ ୧୨ ଜଣ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ADVERTISEMENTAds by

Sambad Is Now On WhatsApp

Join And Get Latest News Updates Delivered To You Via WhatsAppJOIN NOW

ଖାଦ୍ୟରେ ବିଷାକ୍ତ ଦ୍ରବ୍ୟ ଥିବା ସନ୍ଦେହ କରାଯାଉଛି। ଏକ ଚିକେନ୍‌ ସ୍ବରମା ଦୋକାନରେ ଚିକେନ ଖାଇ ଲୋକମାନେ ଅସୁସ୍ଥ ହୋଇଥିବା ରବିବାର ନାଗରିକ ଅଧିକାରୀ ସୂଚନା ଦେଇଛନ୍ତି।

recommended by

LIMELIGHT MEDIA

एक्ट्रेस श्वेता शिंदे की दूसरी शादी का सच आया बाहर

और जानें

ତେବେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ୧୨ ଜଣ ଆହତଙ୍କ ମଧ୍ୟରୁ ୯ ଜଣଙ୍କୁ ଡିସଚାର୍ଜ କରାଯାଇଥିବା ବେଳେ ତିନି ଜଣ ଏବେ ବି ଅସୁସ୍ଥ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ଶୁକ୍ରବାର ଦିନ ଗୋରେଗାଓଁ (ପୂର୍ବ) ର ସନ୍ତୋଷ ନଗର ଅଞ୍ଚଳର ସାଟେଲାଇଟ୍ ଟାୱାରରେ ଚିକେନ୍ ସ୍ବରମା ଖାଇବା ପରେ ଏହି ଘଟଣା ଘଟିଥିବା ସେ କହିଛନ୍ତି। ଶୁକ୍ରବାର ଦିନ ଏବଂ ଶନିବାର ଦିନ ଖାଦ୍ୟ ବିଷାକ୍ତ ହୋଇ ଯାଇଥିବା  ୧୨ ଜଣ ଲୋକ ଅଭିଯୋଗ କରିଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ନଅ ଜଣଙ୍କୁ ଡିସଚାର୍ଜ ହୋଇଥିବା ବେଳେ ଅନ୍ୟ ତିନିଜଣ ଚିକିତ୍ସିତ ହେଉଛନ୍ତି ବୋଲି ବ୍ରିହାନମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଅଧିକାରୀ କହିଛନ୍ତି।

 ପୂର୍ବବର୍ତ୍ତୀ ଖବର

ସାଢ଼େ ୮ଟାରେ ତାତି ଛୁଇଁଲା ୩୬ ଡିଗ୍ରି: ବାରିପଦା ସବୁଠାରୁ ଉତ୍ତପ୍ତ

ପରବର୍ତ୍ତୀ ଖବର 

ମହୁମାଛି ଆକ୍ରମଣରେ ୩୦ ଛାତ୍ରଛାତ୍ରୀ ଆହତ, ୨ ଗୁରୁତର

ସମ୍ବନ୍ଧିତ ଖବର

Latest

ଜନସମୁଦ୍ରରେ ପରିଣତ ଦିଲୀପଙ୍କ ରାଲି

Latest

ସହରରେ ମାତିଛନ୍ତି ଜମି ମାଫିଆ: ପ୍ଲଟିଂ କରି ସରକାରୀ ଜମି ବିକ୍ରି!

Latest

ମହୁମାଛି ଆକ୍ରମଣରେ ୩୦ ଛାତ୍ରଛାତ୍ରୀ ଆହତ, ୨ ଗୁରୁତର

Latest

ସାଢ଼େ ୮ଟାରେ ତାତି ଛୁଇଁଲା ୩୬ ଡିଗ୍ରି: ବାରିପଦା ସବୁଠାରୁ ଉତ୍ତପ୍ତ

Latest

ଗୁଜରାଟ ଉପକୂଳରୁ ୬୨୦ କୋଟି ଟଙ୍କାର ଡ୍ରଗ୍ସ ଜବତ, ୧୪ ଜଣ ପାକିସ୍ତାନୀ ନାଗରିକ ଗିରଫ

Latest

ରାଜ୍ୟସ୍ତରୀୟ ସମ୍ବଲପୁରୀ କବି ସମ୍ମିଳନୀରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Latest

ଛତିଶଗଡ଼ରେ ବଡ଼ ଧରଣର ସଡ଼କ ଦୁର୍ଘଟଣା: ୮ ମୃତ, ୨୩ ଆହତ

Latest

ଓଲଟିଲା ବରଯାତ୍ରୀ ବସ୍: ୩୦ରୁ ଅଧିକ ଆହତ, ୩ଜଣଙ୍କ ଅବସ୍ଥା ସଂକଟାପନ୍ନ

sambad horoscope banner

ସମ୍ବନ୍ଧିତ

ଜନସମୁଦ୍ରରେ ପରିଣତ ଦିଲୀପଙ୍କ ରାଲି

Apr 29, 2024

ସହରରେ ମାତିଛନ୍ତି ଜମି ମାଫିଆ: ପ୍ଲଟିଂ କରି ସରକାରୀ ଜମି ବିକ୍ରି!

Apr 29, 2024

ମହୁମାଛି ଆକ୍ରମଣରେ ୩୦ ଛାତ୍ରଛାତ୍ରୀ ଆହତ, ୨ ଗୁରୁତର

Apr 29, 2024

ମୁମ୍ବାଇରେ ଚିକେନ ସ୍ବର୍‌ମା ଖାଇ ୧୨ ଜଣ ଅସୁସ୍ଥ

Apr 29, 2024

ସାଢ଼େ ୮ଟାରେ ତାତି ଛୁଇଁଲା ୩୬ ଡିଗ୍ରି: ବାରିପଦା ସବୁଠାରୁ ଉତ୍ତପ୍ତ

Apr 29, 2024

କ୍ୟାଲେଣ୍ଡର୍

MTWTFSS
1234567
891011121314
15161718192021
22232425262728
2930 

« Mar

© 2024 – Sambad. All Rights Reserved.

Leave a Reply

Your email address will not be published. Required fields are marked *