ରାଜ୍ୟ

ଶହୀଦ ଭଗତ ସିଂ ଯୁବକ ସଂଘର 28 ତମ ବାର୍ଷିକ ଉତ୍ସବ ପାଳିତ।


ବ୍ରହ୍ମପୁର, ବ୍ରହ୍ମପୁର ମହାନଗର ନିଗମ 2ନଂ ଓ୍ବାର୍ଡ ଅନ୍ତର୍ଗତ ଆନନ୍ଦ ନଗର କେନାଳ ସାହି ଠାରେ ଅବସ୍ଥିତ ଭଗତ ସିଂ ଯୁବକ ସଂଘ କାର୍ଯ୍ୟଳୟରେ ସଂଘର 28ତମ ପ୍ରତିଷ୍ଠା ଉତ୍ସବ ଓ ଶହୀଦ ଦିବସ ମହାସମାରୋହରେ ପାଳନ ହୋଇଅଛି।ଏହି ସମାବେଶରେ ସମାଜସେବୀ ମାଧବ କୋଠିଆ, ଓ୍ବାର୍ଡ ନଂ 2 କୋରପରେଟର ଏନ ଆପ୍ପାରାଓ, ବିଜେଡି ମହାନଗର ଯୁବ ସଭାପତି ଅଜିତ କୁମାର ପଣ୍ଡା,ଆମ ଆଦମୀ ପାର୍ଟିର ବରିଷ୍ଠ ସଦସ୍ଯ ଆଦିତ୍ଯ ରଥ,ସୁକାନ୍ତ ପାଣିଗ୍ରାହୀ,ସି ଏଚ ହରପ୍ରସାଦ,ସମ୍ବାଦିକ ରମେଶ ଚନ୍ଦ୍ର ବେହେରା, କାଳିପ୍ରସାଦ ପାଢୀ(ବୁଡୁ),ସମାଜସେବୀ ଅନିଲ କୁମାର ଚୌଧୁରୀଙ୍କ ସମେତ ଭଗତ ସିଂ ଯୁବକ ସଂଘ ସଭାପତି ମନୋଜ କୁମାର ଚୌଧୁରୀ,ସମ୍ପାଦକ ମୁନା ସେଠୀ,ଡି ତାରକେଶ୍ବର ପାତ୍ର, ଜୟସେନ ନାହାକ,ଏମ ବିଷ୍ଣୁ ମୂର୍ତ୍ତି ଆଚାରୀ,ଜୟ କୃଷ୍ଣ ପାତ୍ରଙ୍କ ସମେତ ବହୁ ଅଞଳ ବାସୀ ଉପସ୍ଥିତ ରହି ନିଜର ଶ୍ରାଦ୍ଧା ସୁମନ ଜଣାଇ କାର୍ଯ୍ୟଳୟ ମଧ୍ଯେ ଅବସ୍ଥିତ ଶହୀଦ ଭଗତ ସିଂ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *