ରାଜ୍ୟ

କନ୍ଧମାଳ : ପ୍ରେମଝରୀ ଗାଁରେ ଚାଲିଚି ନିମ୍ନମାନର ୱାଲ୍ କାମ

କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତ ନିକଟସ୍ତ ପ୍ରେମଝରୀ ଗ୍ରାମରେ ଥିବା ବନ୍ଧ ରେ ମରାମତି ହେଉଥିବା ବେଳେ ନିମ୍ନମାନର ୱାଲ୍ କାମ ଚାଲିଥିବା ଦେଖିବାକୁ ମିଳିଛି l ଏମ୍ ଆଇ ବିଭାଗ ତରଫରୁ ନିମ୍ନମାନର କାମ କୁ ବିରୋଧ କରି ପ୍ରେମଝରୀ ଗ୍ରାମ ବାସି ଉକ୍ତ ସ୍ତାନ ରେ ରୁଣ୍ଡ ହେଇ ଚାଲିଥିବା ନିମ୍ନମାନ ର ୱାଲ୍ କାମ କୁ କିପରି ପୁନର୍ବାର ନିର୍ମାଣ କରାଯିବ ସେ ନେଇଁ ଗଣମାଧ୍ୟମ ଜରିଆରେ ପ୍ରଶାସନ ଙ୍କୁ ଜଣେଇଛନ୍ତି l ଏ ନେଇଁ ଏମ୍ ଆଇ ଏବଂ କଣ୍ଟ୍ରାକ୍ଟର ଙ୍କୁ ଯୋଗାଯୋଗ କରିଥିବାରୁ ଉକ୍ତ ସ୍ତାନ ରେ କଣ୍ଟ୍ରାକ୍ଟର ପହଞ୍ଚି ପୁର୍ନବାର କାମ କରାଯିବ ବଲି ମତ ଦେଇଛନ୍ତି lହେଲେ କାହିଁକି ଏଭଳି କାମ କରାଯାଉଥିଲା ଏହାର ତଦନ୍ତ ହେବା ଦରାକାର

Leave a Reply

Your email address will not be published. Required fields are marked *