ରାଜ୍ୟ

ସମ୍ବଲପୁର-ଜମ୍ମୁ ତୱୀ ଏକ୍ସପ୍ରେସ୍‌ରେ ଯାତ୍ରୀଙ୍କଠାରୁ ଲୁଟ୍‌ କଲେ ସଶସ୍ତ୍ର ଦୁର୍ବୃତ୍ତ; ଗୁଳି ଚୋଟରେ ୨ ଆହତ

ରାଞ୍ଚି: ଶନିବାର ରାତିରେ ଝାଡ଼ଖଣ୍ଡର ଡାଲ୍‌ଟନ୍‌ଗଞ୍ଜ ଷ୍ଟେସନ୍‌ ନିକଟରେ ସଶସ୍ତ୍ର ଦୁର୍ବୃତ୍ତମାନେ ‘ସମ୍ବଲପୁର-ଜମ୍ମୁ ତୱୀ ଏକ୍ସପ୍ରେସ୍‌’ର ଅନ୍ୟୂନ ୨ଟି ସ୍ଲିପର୍‌ କୋଚ୍‌ରେ ଲୁଟ୍‌ କରିଥିବା କଥା ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।ଇଟିଭି ଭାରତ ମରାଠୀ’ ରିପୋର୍ଟ ଅନୁସାରେ, ଘଟଣାଟି ଲାତେହାର୍‌ ବରୱାଡୀହ୍‌ ରେଳବାଇ ଷ୍ଟେସନ୍‌ ମଧ୍ୟରେ ଘଟିଛି। ଦୁର୍ବୃତ୍ତମାନେ ପ୍ରାୟ ୩୫ରୁ ୪୦ ମିନିଟ୍‌ ପର୍ଯ୍ୟନ୍ତ ଲୁଟ୍‌ପାଟ ଚଳାଇଥିଲେ।

ଘଟଣା ସଂକ୍ରାନ୍ତରେ ସବିଶେଷ ଏପର୍ଯ୍ୟନ୍ତ ସମସ୍ତ ବିବରଣୀ ହସ୍ତଗତ ହୋଇନାହିଁ।

Leave a Reply

Your email address will not be published. Required fields are marked *