ଦେଶ- ବିଦେଶ

ଦେଶ- ବିଦେଶମୁଖ୍ୟ ଖବର

ଚୀନ୍‌ର ନକଲି ରସୁଣ ଭାରତ ବଜାରରେ: ହାଇ ଆଲର୍ଟ ଜାରି, ଏସବୁ ରାଜ୍ୟ ଅଧିକ ପ୍ରଭାବିତ

ନୂଆଦିଲ୍ଲୀ: ଭାରତୀୟ ଖୁଚୁରା ବଜାରରେ ରସୁଣ ଦର ଏବେ କିଲୋଗ୍ରାମ୍ ପିଛା ୨୦୦ ଟଙ୍କାରୁ ୨୪୦ ଟଙ୍କା ମଧ୍ୟରେ ରହିଛି। ରସୁଣ ଦର ବୃଦ୍ଧି ନେଇ ସାଧାରଣ

Read More
ଦେଶ- ବିଦେଶ

ଯୁଦ୍ଧ ଚାଲିଥିବାବେଳେ ଅସୁସ୍ଥ ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

ତେଲ ଅଭିଭ୍ : ହାମାସ ସହ ଇସ୍ରାଏଲର ଗତ ୬ ମାସ ଧରି ଯୁଦ୍ଧ ଚାଲିଥିବାବେଳେ ଇସ୍ରାଏଲରୁ ଏକ ବଡ଼ ଖବର ଆସୁଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ

Read More
ଦେଶ- ବିଦେଶମୁଖ୍ୟ ଖବର

ଆମେରିକାକୁ କଡ଼ା ଜବାବ୍ ଦେଲା ଭାରତ, ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନ କରିବାକୁ କହିଲା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ଟିପ୍ଫଣୀ ଦେଇଥିବାରୁ ଆମେରିକାକୁ ଭାରତ କଡ଼ା ଜବାବ ଦେଇଛି। ଭାରତର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବା ଠିକ୍

Read More
ଦେଶ- ବିଦେଶ

ଦକ୍ଷିଣ ସିରିଆରେ ଇସ୍ରାଏଲ୍ ର ଏୟାର ଷ୍ଟ୍ରାଇକ୍

ଜେରୁଜେଲମ: ରବିବାର ଦକ୍ଷିଣ ସିରିଆର ବିଭିନ୍ନ ସ୍ଥାନରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣରେ ଜଣେ ସିରିଆ ସୈନିକଙ୍କ ମୃତ୍ୟୁ ଘଟିଛି। ଷ୍ଟେଟ ନ୍ୟୁଜ୍ ଏଜେନ୍ସି

Read More
ଦେଶ- ବିଦେଶ

ଗାଜା ଭୋକିଲାଙ୍କ ଭୋକକୁ ଯୁଦ୍ଧ ଅସ୍ତ୍ର ଭାବେ ବ୍ୟବହାର କରୁଛି ଇସ୍ରାଏଲ୍: ଜାତିସଂଘ ପ୍ରକଟ କଲା ଚିନ୍ତା

ଜେନେଭା: ଗାଜାରେ ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଜାରି ରହିଛି। ଗାଜାରେ ଭୋକିଲାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ

Read More
ଦେଶ- ବିଦେଶ

ପୁଟିନଙ୍କ ପରେ ଜେଲେନସ୍କିଙ୍କ ସହ କଥାହେଲେ ମୋଦୀ, ଯୁଦ୍ଧ ସମାପ୍ତି ଉପରେ ଗୁରୁତ୍ବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରି ଶାନ୍ତିର ସମସ୍ତ ଉଦ୍ୟମ ଏବଂ ରୁଷିଆ-ୟୁକ୍ରେନ ବିବାଦର ଶୀଘ୍ର

Read More
ଦେଶ- ବିଦେଶ

‘ଇଣ୍ଡିଆ ଆଉଟ୍’ ଅଭିଯାନ ଯୋଗୁ ମାଳଦ୍ବୀପର ସାଧାରଣ ଜନତା ହନ୍ତସନ୍ତ, ମଇଜ୍ଜୁଙ୍କୁ ଘେରିଲେ ଲୋକେ

ମାଲେ: ଚୀନ୍ କୁ ଖୁସି କରିବା ପାଇଁ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମଇଜ୍ଜୁ ଭାରତ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ। ଏବେ ‘ଇଣ୍ଡିଆ ଆଉଟ୍’ ଅଭିଯାନର ଫଳ

Read More
ଦେଶ- ବିଦେଶ

ଟ୍ରମ୍ପ୍‌ଙ୍କ ଧମକ: ମୁଁ ନିର୍ବାଚିତ ନହେଲେ ରକ୍ତପାତ ହେବ, ଗଣତନ୍ତ୍ର ଶେଷ ହୋଇଯିବ

ୱାସିଂଟନ: ଆାମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ସରଗରମ ହେଉଥିବା ବେଳେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଯଦି ସେ ନଭେମ୍ବରରେ ହେବାକୁ ଥିବା

Read More
ଦେଶ- ବିଦେଶ

ଆମେରିକା ପୃଥିବୀର ପ୍ରତିଟି କୋଣ ଉପରେ ରଖିବ ନଜର: ଗୁପ୍ତଚର ଉପଗ୍ରହ ନେଟୱାର୍କ ନିର୍ମାଣ କରୁଛି ଏଲନ୍ ମସ୍କଙ୍କ କମ୍ପାନୀ

ୱାଶିଂଟନ: ଭେଟେରାନ ବ୍ୟବସାୟୀ ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସ ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍ ପାଇଁ ଗୁପ୍ତଚର ଉପଗ୍ରହର ଏକ ନେଟୱାର୍କ ବିକାଶ କରୁଛି। ଗୋପନୀୟ

Read More
ଦେଶ- ବିଦେଶ

ମତେ ଧମକ ମିଳିଲେ ବ୍ୟବହାର କରିବି ଆଣବିକ ଅସ୍ତ୍ର: ପୁଟିନଙ୍କ ଚେତାବନୀ

ମସ୍କୋ: ରୁଷିଆ ରାଷ୍ଟ୍ରପତି ବ୍ଲାଡିମିର ପୁଟିନ ଆମେରିକା ଉଦ୍ଦେଶ୍ୟରେ କହିଛନ୍ତି ଯେ, ମତେ ଯଦି ଧମକ ମିଳ‌େ ତେବେ ମୁଁ ଏହାର ଜବାବ ଦେବାକୁ ଯାଇ ବାଧ୍ୟ

Read More